
ହାଇଦ୍ରାବାଦ : ତେଲେଙ୍ଗାନା ବିଧାନସଭା ବାଚସ୍ପତି ପୋଚରମ ଶ୍ରୀନିବାସ ରେଡ୍ଡିଙ୍କୁ କରୋନା ହୋଇଛି। ନାତୁଣୀ ବାହାଘରରେ ଯୋଗ ଦେବାର ୫ ଦିନ ପରେ ସେ କରୋନା ସଂକ୍ରମିତ ହୋଇଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏବଂ ତାଙ୍କ ଆନ୍ଧ୍ରପ୍ରଦେଶ ପ୍ରତିପକ୍ଷ ୱାଇଏସ୍ ଜଗନ ମୋହନ ରେଡ୍ଡି ମଧ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଆହୁରି ଅନେକ ବିଧାୟକ ଏବଂ ରାଜନେତା ମଧ୍ୟ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ସମସ୍ତେ କୋଭିଡ୍ ଟେଷ୍ଟ୍ କରିଥିବା ଜଣାପଡ଼ିଛି।
The post ତେଲେଙ୍ଗାନା ବାଚସ୍ପତିଙ୍କୁ କରୋନା, ବିବାହ ଉତ୍ସବରେ ଯୋଗ ଦେଇଥିଲେ first appeared on Sambad.from କରୋନା | Sambad https://ift.tt/32Ckc57
0 Comments