ଭୁବନେଶ୍ବର: କରୋନା ଟିକାକରଣରେ ରେକର୍ଡ କରିଛି ଓଡ଼ିଶା। ରାଜ୍ୟରେ ୧କୋଟି ଲୋକଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୧କୋଟି ୨୨ଲକ୍ଷ ଲୋକ ଟିକା ନେଇଛନ୍ତି। ତେବେ  ରେକର୍ଡ ୧କୋଟି ଲୋକଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି।

ସେହିପରି ୨୨ଲକ୍ଷ ୧୦ ହଜାର ଲୋକ ଟିକାର ୨ଟି ଡୋଜ୍ ନେଇଛନ୍ତି। ଏନେଇ ଟୁଇଟ୍ କରି ଓଡ଼ିଶାବାସୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଶୁଭେଚ୍ଛା ଜଣାଇଛି।

The post କରୋନା ଟିକାକରଣରେ ଓଡ଼ିଶାର ରେକର୍ଡ: ୧କୋଟି ଲୋକଙ୍କୁ ଦିଆଗଲା ପ୍ରଥମ ଡୋଜ୍ ଟିକା first appeared on Sambad.

from କରୋନା | Sambad https://ift.tt/3AqePT0