
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭ ଜଣଙ୍କ ଜୀବନ ନେଇଛି କରୋନା | ଏମାନଙ୍କ ମଧ୍ୟରେ ଅନୁଗୁଳ, ବଲାଙ୍ଗୀର,ଢେଙ୍କାନାଳରୁ ଜଣେ ଲେଖାଏଁ ରୋଗୀଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ(୨ ଜଣ ଭୁବନେଶ୍ୱରରୁ) ୩ ଜଣଙ୍କର ପ୍ରାଣ ନେଇଛି କରୋନା |
Regret to inform the demise of seventeen numbers of Covid positive patients while under treatment in hospitals.
1.A 41 years old male of Angul district.
2.A 60 years old male of Bolangir district who was also suffering from Diabetes Mellitus & Hypertension.
— H & FW Dept Odisha (@HFWOdisha) May 10, 2021
ସେହିପରି କଳାହାଣ୍ଡିର ୩ ଜଣ, ରାୟଗଡାର ୩ ଜଣ, ପୁରୀର ୨ ଜଣ, ସୁନ୍ଦରଗଡର ୩ ଜଣଙ୍କର କରୋନା ଜୀବନ ନେଇଛି | ସୂଚନା ଥାଉ କି ଗତକାଲି ୧୯ ଜଣଙ୍କର ଜୀବନ ନେଇଥିବାବେଳେ ୮ ତାରିଖରେ ୨୦ ଜଣଙ୍କର ଜୀବନ ଯାଇଥିଲା | ଉଲ୍ଲେଖ ଥାଉ କି ଏ ପର୍ଯ୍ୟନ୍ତ ରାଜ୍ୟରେ କରୋନା ୨୧୯୭ ଜଣଙ୍କର ଜୀବନ ନେଇଥିବାବେଳେ ୫ ଲକ୍ଷ ୪୪ ହଜାର ୮୭୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୪୭ ହଜାର ୮୬୩ ଜଣ ସୁସ୍ଥ ହୋଇଥିବାବେଳେ ବର୍ତ୍ତମାନ ସକ୍ରିୟ ମାମଲା ୯୪୭୬୦ ରହିଛି |
from କରୋନା | Sambad https://ift.tt/2Rz9dnr
0 Comments