
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦,୦୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୬୬୨୩ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୩୪୦୮ଜଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୨୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୨୪, କଟକରୁ ୭୨୦, ପୁରୀରୁ ୭୦୮, ଅନୁଗୁଳରୁ ୪୫୬, ବରଗଡ଼ରୁ ୪୫୦, କଳାହାଣ୍ଡିରୁ ୪୩୩, ଝାରସୁଗୁଡ଼ାରୁ ୪୧୮, ଯାଜପୁରରୁ ୩୨୮, ନୂଆପଡାରୁ ୩୧୧, ସମ୍ବଲପୁରରୁ ୩୦୨, ନବରଙ୍ଗପୁରରୁ ୩୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 9th May
New Positive Cases: 10031
In quarantine: 6623
Local contacts: 3408(Details of local contacts will be shared by concerned Dist Administration)
District Wise Cases:
1. Angul: 456
2. Balasore: 230
3. Bargarh: 450
4. Bhadrak: 248
5. Balangir: 274— I & PR Department, Odisha (@IPR_Odisha) May 10, 2021
ସେହିପରି ମାଲକାନଗିରିରୁ ୬୨ ଜଣ, ମୟୁରଭଞ୍ଜରୁ ୨୦୭ ଜଣ, ନୟାଗଡ଼ରୁ ୨୬୯ ଜଣ, ସୋନପୁରରୁ ୧୬୯ ଜଣ, ଷ୍ଟେଟ ପୁଲରୁ ୨୭୧ ଜଣ, ବୌଦ୍ଧରୁ ୧୮୩ ଜଣ, ଦେବଗଡରୁ ୧୧୮ ଜଣ, ଗଜପତିରୁ ୮୯ ଜଣ, ଜଗତସିଂହପୁରରୁ ୧୧୫ ଜଣ, କନ୍ଧମାଳରୁ ୭୫ ଜଣ, କେଉଁଝରରୁ ୧୬୬ ଜଣ, କେନ୍ଦ୍ରାପଡାରୁ ୨୪୩ ଜଣ, କୋରାପୁଟରୁ ୧୪୨ ଜଣ ଚିହ୍ନଟ ହୋଇଛନ୍ତି |
from କରୋନା | Sambad https://ift.tt/2RD0K2L
0 Comments