ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗତକାଲି ଓଡ଼ିଶା ସରକାର କେତେକ ଗୁରୁତ୍ବପୂର୍ଣ୍ଣ କଟକଣା ଲାଗୁ କରିଛନ୍ତି। ଛତିଶଗଡ଼ରେ ସଂକ୍ରମଣ ବ୍ୟାପକ ହୋଇଥିବାରୁ ଏହାର ସୀମାକୁ ଲାଗିଥିବା ରାଜ୍ୟର ୧୦ଟି ଜିଲ୍ଲାରେ ଥିବା ସହରାଂଚଳରେ ଲାଗୁ ହୋଇଥିବା ରାତ୍ରିକାଳୀନ କର୍ଫ୍ୟୁର ଅବଧି ମଧ୍ୟ ବଢ଼ାଇଛନ୍ତି। କରୋନା ମହାମାରି ସହ ଲଢ଼ିବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଦର୍ଶାଯାଇଥିବା ନୂଆ କୋଭିଡ୍ ଗାଇଡ୍‌ଲାଇନ୍‌ର ୨୦ଟି ଗୁରୁତ୍ବପୂର୍ଣ୍ଣ ନିୟମ ବିଷୟରେ ଜାଣନ୍ତୁ।

 

 

 

 

The post ନୂଆ କୋଭିଡ୍ ଗାଇଡ୍‌ଲାଇନ୍‌ର ୨୦ଟି ଗୁରୁତ୍ବପୂର୍ଣ୍ଣ କଥା first appeared on Sambad.

from କରୋନା | Sambad https://ift.tt/3dkv1M3