ନୂଆଦିଲ୍ଲୀ : ଭାରତରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୮,୮୫୫ ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଛି। ପୂର୍ବଦିନ ଅପେକ୍ଷା‌ ୭ ହଜାର ଅଧିକ ନୂଆ ସଂକ୍ରମଣ ହୋଇଛି ବୋଲି ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜଣାପଡ଼ିଛି। ସେହିଭଳି ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଗୁରୁବାର ଦେଶରେ ୧୧,୬୬୬ ସଂକ୍ରମଣ ଏବଂ ୧୨୩ ମୃତ୍ୟୁ ସଂଖ୍ୟା ଥିବା ରେକର୍ଡ଼ କରାଯାଇଥିଲା। ଆଜି ମୃତ୍ୟୁସଂଖ୍ୟା ୧୬୩ ଛୁଇଁଛି।

The post ଦେଶରେ ୧୮,୮୫୫ ନୂଆ କରୋନା ସଂକ୍ରମଣ ଚିହ୍ନଟ first appeared on Sambad.



from କରୋନା – Sambad https://ift.tt/3abHWx0