
ବରଗଡ଼ : ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କିଛି ଦିନ ହେଲା ସେ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରଚାରରେ ଯାଇଥିଲେ। ସେଠାରୁ ଫେରିବା ବାଟରେ ଅସୁସ୍ଥ ଅନୁଭବ କରିଥିଲେ। ପରୀକ୍ଷା ପରେ ସେ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ପରିବାରବର୍ଗଙ୍କ ସୂତ୍ରରୁ ପ୍ରକାଶ।
The post ଇରାଶିଷ କରୋନା ଆକ୍ରାନ୍ତ first appeared on Sambad.
from କରୋନା – Sambad https://ift.tt/3n1vPre
0 Comments