
ତିର୍ତୋଲ: ଆଜି ମା ଝଙ୍କଡ଼ ମା ଶାରଳା ମନ୍ଦିର ସମେତ ଜଗତସିଂହପୁର ଜିଲ୍ଲାର ସବୁ ମନ୍ଦିର ପାଖରେ ଜ଼ିଲ୍ଲା ପ୍ରଶାସନ ୧୪୪ ଧାରା ଜାରି କରିଛି l ଏହା ସତ୍ତ୍ବେ ଶାରଳା ହାଟ ଓ ମନ୍ଦିର ସାମ୍ନାରେ ସାମାଜିକ ଦୂରତାକୁ ଫୁ କରି ଭିଡ଼ ଜମିଛିl ତିର୍ତୋଲ ତହସିଲଦାର ମନ୍ଦିରରେ ପହଞ୍ଚି ବୁଲିଗଲେl ଭୟରେ କିଛି ଦୋକାନ ବନ୍ଦ ହେଲାl ପୁଲିସ ନାମକୁମାତ୍ର ତାଗିଦ କଲାl ଦୋକାନ ସବୁ ବନ୍ଦ ହେଲା, ତଥାପି କିଛି ଦୋକାନ ରୀତିମତ ବେପାର କଲେl
The post ଜଗତସିଂହପୁର ଜିଲ୍ଲାର ସବୁ ମନ୍ଦିର ପାଖରେ ଭିଡ଼ ! first appeared on Sambad.from କରୋନା | Sambad https://ift.tt/3559cen
0 Comments