
ବାରିପଦା: ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ କରୋନା ଯୋଦ୍ଧା। କନକ ନ୍ୟୁଜର କରଞ୍ଜିଆ ପ୍ରତିନିଧି ଅସିତ ରାକୁମାର ବେହେରା ଆଉ ନାହାନ୍ତି। କରୋନାରେ ଆକ୍ରାନ୍ତ ହୋଇ ବାରିପଦା ସହରର ଏକ ଘରୋଇ ହସ୍ପିଟାଲରେ ଆଜକୁ ୧୦ ଦିନ ହେବ ଚିକିତ୍ସିତ ହେଉଥିଲେ, ହେଲେ ଆଜି ସକାଳ ୬.୧୫ ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
The post କରୋନାରେ ପ୍ରାଣ ହରାଇଲେ କନକ ନ୍ୟୁଜର କରଞ୍ଜିଆ ପ୍ରତିନିଧି ଅସିତ କୁମାର ବେହେରା first appeared on Sambad.from କରୋନା | Sambad https://ift.tt/3fwkDC4
0 Comments