ବାଲିପାଟଣା: ପୁଲିସ ଜୁଲମ ପ୍ରତିବାଦରେ ରାସ୍ତାରେ ପରିବା ଢାଳିଲେ ଚାଷୀ। ଅଠାନ୍ତର ବନମାଳୀପୁର ରାସ୍ତା ଅବରୋଧ କଲେ ଲୋକେ। ବାଲିପାଟଣା ଧାନହରା ସାପ୍ତାହିକ ହାଟରେ କିଛି ବ୍ୟବସାୟୀ ସାମାଜିକ ନିୟମ ଉଲ୍ଲଘଂନ କରିଥିଲେ।

ବାଲିପାଟଣା ଥାନା ପୁଲିସ ସେମାନଙ୍କୁ ତାଗିଦ କରିବା ସହ ପନିପରିବା ଫୋପଡ଼ା ଫିଙ୍ଗା କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାକୁ ପ୍ରତିବାଦ କରି ଚାଷୀମାନେ ଅଠାନ୍ତର-ବନମାଳିପୁର ରାସ୍ତା ଧାନହରା ଛକରେ ପନିପରିବା ରଖି ରାସ୍ତାରୋକ କରିଛନ୍ତି।

The post ପୁଲିସ ଜୁଲମ ପ୍ରତିବାଦରେ ରାସ୍ତାରେ ପରିବା ଢାଳିଲେ ଚାଷୀ first appeared on Sambad.

from କରୋନା | Sambad https://ift.tt/3uW6jaY