ସମ୍ବଲପୁର: ରାଜ୍ୟ ସରକାର ସମ୍ବଲପୁରରେ ନୂତନ କୋଭିଡ଼ ହସ୍ପିଟାଲ ନିର୍ମାଣ ଏକ କରିବାକୁ ଯାଉଛନ୍ତି, ଯାହା ଏକ ବିକାଶ ସିଟି ହସ୍ପିଟାଲ ହେବ। ୮୦ଟି ଏଚଡ଼ିୟୁ, ୨୦ଟି ଆଇସିୟୁ, ୧୦ଟି ଭେଂଟିଲେଟର ବେଡ଼ର ଚିକିିତ୍ସା ସୁବିଧା କରାଯିବ ।

ଏହା ସହ ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରାରେ ଥିବା ଡିସିଏଚରେ ୨୦ଟି ସାଧାରଣ ବେଡ୍, ୩୦ଟି ଆଇସିୟୁ ବେଡ୍ ନୂଆ ହେବ। ଅନୁଗୁଳ ଜିଲ୍ଲାର  ତାଳଚେରରେ ୪୦ରୁ ଶହେକୁ ଆଇସିୟୁ, ୧୦ରୁ ୩୦ଟି ଆଇସିୟୁକୁ ବଢାଯାଇଛି ।

The post ସମ୍ବଲପୁରରେ ନିର୍ମାଣ ହେବ ନୂତନ କୋଭିଡ ହସ୍ପିଟାଲ : ସ୍ବାସ୍ଥ୍ୟମନ୍ତ୍ରୀ first appeared on Sambad.

from କରୋନା | Sambad https://ift.tt/3hWBIXd