
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବାପା ପାନ୍ ସିଂହ ଓ ମାଆ ଦେବକୀ ଦେବୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ କୋଭିଡ୍-୧୯ ଆକ୍ରାନ୍ତ ବୋଲି ଚିହ୍ନଟ ହେବା ପରେ ସେମାନଙ୍କୁ ରାଞ୍ଚିର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେମାନେ ରାଞ୍ଚିର ପଲ୍ସ ସୁପରସ୍ପେସି୍ଆଲିଟି ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
MS Dhoni’s mother Devaki and father Pan Singh admitted to private hospital in Ranchi
Dhoni’s parents have tested positive for Covid-19
Please Praying
for speedy recovery#MSDhoni @msdhoni pic.twitter.com/GFjDSiRCzp
— Forever (@ForeverVashi) April 21, 2021
ଉଲ୍ଲେଖଯୋଗ୍ୟ, ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଧୋନି ମୁମ୍ବାଇରେ ରହି ଇଣ୍ଡିଆନ୍ ପ୍ରିମିୟର ଲିଗର ୧୪ତମ ସଂସ୍କରଣରେ ୩ ଥର ଚାମ୍ପିଅନ୍ ହୋଇଛନ୍ତି। ଧୋନି ୱାନକେଡେ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ବୁଧବାର ଆଇପିଏଲ୍ ୨୦୨୧ର ୪ର୍ଥ ମ୍ୟାଚ୍ରେ ସିଏସ୍କେର ନେତୃତ୍ୱ ନେବେ।
The post କରୋନା ପଜିଟିଭ୍ ହେଲେ ଏମ୍ଏସ୍ ଧୋନିଙ୍କ ବାପାମାଆ first appeared on Sambad.
from କରୋନା | Sambad https://ift.tt/3gs2why
for speedy recovery
0 Comments