
ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ତିନି ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟାରେ ୩୧୦୮ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସଙ୍ଗରୋଧରୁ ୧୮୦୬ ଓ ସ୍ଥାନୀୟ ଅଞ୍ଚଳରୁ ୧୩୦୨ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ।
6. Boudh: 9
7. Cuttack: 163
8. Deogarh: 19
9. Dhenkanal: 16
10. Gajapati: 18
11. Ganjam: 55
12. Jagatsinghpur: 29
13. Jajpur: 75
14. Jharsuguda: 89
15. Kalahandi: 55
16. Kandhamal: 10
17. Kendrapada: 22
18. Keonjhar: 105
19. Khurda: 534
20. Koraput: 23
21. Malkangiri: 3— I & PR Department, Odisha (@IPR_Odisha) April 16, 2021
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫୩୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୨୩ଜଣ ସଂକ୍ରମିତ ଚିହ୍ନଟ ହୋଇ ଦ୍ୱିତୀୟରେ ରହିଛି ସୁନ୍ଦରଗଡ଼ ଜିଲ୍ଲା । ଜିଲ୍ଲାଓ୍ଵାରି ହିସାବରେ ଅନୁଗୁଳରେ ୪୪, ବାଲେଶ୍ୱରରେ ୧୫୧, ବରଗଡ଼ରେ ୧୩୨, ଭଦ୍ରକରେ ୫୩, ବଲାଙ୍ଗୀର ୧୩୩, ବୌଦ୍ଧରେ ୯, କଟକରେ ୧୬୩, ଦେବଗଡ଼ରେ ୧୯, ଢେଙ୍କାନାଳରେ ୧୬, ଗଜପତିରେ ୧୮, ଗଞ୍ଜାମରେ ୫୫, ଜଗତସିଂହପୁରରେ ୨୯, ଯାଜପୁରରେ ୭୫, ଝାରସୁଗୁଡ଼ାରେ ୮୯, କଳାହାଣ୍ଡିରେ ୫୫, କନ୍ଧମାଳରେ ୧୦, କେନ୍ଦ୍ରାପଡ଼ାରେ ୨୨, କେନ୍ଦୁଝରରେ ୧୦୫, କୋରାପୁଟରେ ୨୩, ମାଲକାନଗିରିରେ ୩, ମୟୂରଭଞ୍ଜରେ ୭୧, ନବରଙ୍ଗପୁରରେ ୧୫୬, ନୟାଗଡ଼ରେ ୧୫, ନୂଆପଡ଼ାରେ ୧୪୦, ପୁରୀରେ ୧୧୪, ରାୟଗଡ଼ା ୩୮, ସମ୍ବଲପୁର ୧୫୩, ସୋନପୁର ୪୨, ଓ ଷ୍ଟେଟ୍ ପୁଲରୁ ୧୧୮ଜଣ ସଂକ୍ରମିତ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩, ୬୧,୪୫୦ ଥିବା ବେଳେ ସୁସ୍ଥ ହେଲେଣି ୩,୪୨,୫୭୦। ରାଜ୍ୟରେ ଏବେ ବି ୧୬୮୮୯ଟି ସକ୍ରିୟ ମାମଲା ରହିଛି।
The post ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧୦୮ଜଣ କରୋନା ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫୩୪ ସଂକ୍ରମିତ first appeared on Sambad.from କରୋନା | Sambad https://ift.tt/3sn6Ssv
0 Comments