
ଭୁବଦେଶ୍ବର: ରାଜ୍ୟରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୩୪୯୦୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।
ମୟୁରଭଞ୍ଜରୁ ୧୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଧାରୁ ୭ଜଣ, ସମ୍ବଲପୁରରୁ ୭ଜଣ, ବାଲେଶ୍ବରରୁ ୬ଜଣ, ଝାରସୁଗୁଡାରୁ ୬ଜଣ, ସୁନ୍ଦରଗଡ଼ରୁ ୬ଜଣ, ଅନୁଗୁଳରୁ ୩ଜଣ, ଗଞ୍ଜାମରୁ ୩ଜଣ, ନୂଆପଡ଼ାରୁ ୩ଜଣ,ପୁରୀରୁ ୩ଜଣ, ଗଜପତିରୁ ୨ଜଣ, ମାଲକାନଗିରିରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Another 64 Covid patients have recovered and are being discharged on 05.03.2021
10 from Mayurbhanj
7 from Khordha
7 from Sambalpur
6 from Baleswar
6 from Jharsuguda
6 from Sundargarh
3 from Anugul
3 from Ganjam
3 from Nuapada
3 from Puri
2 from Gajapati
2 from Malkangiri— H & FW Dept Odisha (@HFWOdisha) March 5, 2021
ସେହିପରି ନବରଙ୍ଗପୁରରୁ ୨ଜଣ, ବରଗଡ଼ରୁ ଜଣେ, କଟକରୁ ଜଣେ, କଳାହାଣ୍ଡିରୁ ଜଣେ ଓ ଷ୍ଟେଟପୁଲରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି।
The post ରାଜ୍ୟରୁ ୬୪ଜଣ କରୋନା ଆକ୍ରାନ୍ତ ହେଲେ ସୁସ୍ଥ first appeared on Sambad.
from କରୋନା – Sambad https://ift.tt/3c8C4Wa
0 Comments