ଭୁବନେଶ୍ବର: ଆଜି ରାଜ୍ୟରୁ ୧୦୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୩୧୫୩୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବଲପୁରରୁ ୧୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ପୁରୀରୁ ୧୭ଜଣ, ସୁନ୍ଦରଗଡ଼ରୁ ୧୫ଜଣ, ନୂଆପଡ଼ାରୁ ୧୦ଜଣ, ବାଲେଶ୍ବରରୁ ୯ଜଣ, ଅନୁଗୁଳରୁ ୮ଜଣ, ଖୋର୍ଧାରୁ ୫ଜଣ, ଜଗତସିଂହପୁରରୁ ୪ଜଣ, ବରଗଡ଼ରୁ ୩ଜଣ, ଯାଜପୁରରୁ ୩ଜଣ, ଝାରସୁଗୁଡ଼ାରୁ ୩ଜଣ, କଟକରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିପରି ଗଞ୍ଜାମରୁ ୨ଜଣ, ସୁବର୍ଣ୍ଣପୁରରୁ ୨ଜଣ, ଦେବଗଡ଼ରୁ ଜଣେ, ଗଜପତିରୁ ଜଣେ, କଳାହାଣ୍ଡିରୁ ଜଣେ, କେନ୍ଦ୍ରାପଡ଼ାରୁ ଜଣେ, ରାୟଗଡ଼ାରୁ ଜଣେ ଓ ଷ୍ଟେଟପୁଲରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ସୁସ୍ଥ ସଂଖ୍ୟା ୩୩୧୫୩୫ରେ ପହଞ୍ଚିଲା first appeared on Sambad.



from କରୋନା – Sambad https://ift.tt/2Mryn51