ଚେନ୍ନାଇ : ଜେଲ୍‌ରେ ଥିବା ବହିଷ୍କୃତ ଏଆଇଏଡିଏମ୍‌କେ ନେତ୍ରୀ ଭିକେ ଶଶିକଳାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ଅତି ଗୁରୁତର ହୋଇଯାଇଛି। ତାଙ୍କର କୋଭିଡ୍‌ ଟେଷ୍ଟ୍‌ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ବେଙ୍ଗାଲୁରୁର ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଶଶିକଳା ଏବେ ଆଇସିୟୁରେ ଅଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଘନିଷ୍ଠ ବାନ୍ଧବୀ ଶଶିକଳା ଏକ ଦୁର୍ନୀତି ମାମଲାରେ ୪ ବର୍ଷ ଜେଲ୍‌ଦଣ୍ଡ ଭୋଗୁଛନ୍ତି।

The post ଶଶିକଳାଙ୍କୁ କରୋନା, ଆଇସିୟୁରେ ଭର୍ତ୍ତି first appeared on Sambad.



from କରୋନା – Sambad https://ift.tt/363C9s1