ପ୍ରଣବ ମୁଖାର୍ଜୀ, ୮୪ ( ଭାରତର ପୂର୍ବତନ ରାଷ୍ଟ୍ରପତି) (୩୧ ଅଗଷ୍ଟ)
ଅହମଦ ପଟେଲ୍‌, ୭୧ (ରାଜ୍ୟସଭା ସାଂସଦ) (୨୫ ନଭେମ୍ବର)
ତରୁଣ ଗୋଗଇ, ୮୬ (ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ) (୨୩ ନଭେମ୍ବର)
ଅଭୟ ଭରଦ୍ବାଜ, ୬୬ (ରାଜ୍ୟସଭା ସାଂସଦ) (୧ ଡିସେମ୍ବର)
କେଶୁଭାଇ ପଟେଲ୍‌, ୯୨ (ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ) (୨୯ ଅକ୍ଟୋବର)
ଏସ୍‌ପି ବାଲସୁବ୍ରମଣ୍ୟମ୍‌, ୭୪ (ସଂଗୀତ ନିର୍ଦ୍ଦେଶକ) (୨୫ ସେପ୍ଟେମ୍ବର)
ବି ନାରାୟଣ ରାଓ, ୬୫ (କର୍ଣ୍ଣାଟକ ବିଧାନସଭା ସଦସ୍ୟ) (୨୪ ସେପ୍ଟେମ୍ବର)
ସୁରେଶ ଅଙ୍ଗାଦି, ୬୫ (ରେଳ ରାଷ୍ଟ୍ର ମନ୍ତ୍ରୀ) (୨୩ ସେପ୍ଟେମ୍ବର)
ଅସିତ ବନ୍ଦୋପଧ୍ୟାୟ, ୮୪ (ନାଟ୍ୟକାର) (୧୮ ସେପ୍ଟେମ୍ବର)
ଅନୁସୟା ପ୍ରସାଦ ମୈଖୁରୀ, ୫୯ (ପୂର୍ବତନ ଉତ୍ତରାଖଣ୍ଡ ବିଧାନସଭା ସଦସ୍ୟ) (୫ ଡିସେମ୍ବର)
ସୌମିତ୍ର ଚାଟାର୍ଜୀ, ୮୫ (ଅଭିନେତା) ୧୫ ନଭେମ୍ବର
ସତୀଶ ପ୍ରସାଦ ସିଂହ, ୮୪ (ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ଲୋକସଭା ସାଂସଦ) (୨ ନଭେମ୍ବର)
ରଘୁବଂଶ ପ୍ରସାଦ ସିଂହ, ୭୪ (ପୂର୍ବତନ ମନ୍ତ୍ରୀ ଏବଂ ଲୋକସଭା ସାଂସଦ) (୧୩ ସେପ୍ଟେମ୍ବର)

The post କୋଡିଏର କୋହ: କରୋନାରେ ହରାଇଲୁ first appeared on Sambad.



from କରୋନା – Sambad https://ift.tt/3rs6idI