
ଫୁଲବାଣୀ : କନ୍ଧମାଳରେ କରୋନା ଗ୍ରାଫ ପୁଣି ତଳକୁ ଆସିଛି। ଆଜି ମାତ୍ର ୧୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନା ଗ୍ରାଫ ତଳକୁ ହେଲେ ବି ମୃତ୍ୟୁରେ ବ୍ରେକ ଲାଗୁ ନାହିଁ। ମୃତ୍ୟୁ ସଂଖ୍ୟା ବଢି ଚାଲିଛି। କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢି ୩୦ରେ ପହଞ୍ଚିଛି। ବାଲିଗୁଡାରୁ ୩,ଜି.ଉଦୟଗିରି,ଖଜୁରୀପଡା ଓ ଫିରିଙ୍ଗିଆରୁ ୨ ଏବଂ ଫୁଲବାଣୀରୁ ଜଣେ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆକୁ ମିଶାଇ କନ୍ଧମାଳରେ ସଂକ୍ରମିତ ସଂଖ୍ୟା ୫୬୪୮ରେ ପହଞ୍ଚିଛି। ସେଥି ମଧ୍ୟରୁ ୫୪୮୯ ଜଣ ସୁସ୍ଥ ହେଲେଣି। ବର୍ତ୍ତମାନ ୧୨୯ ଜଣ ଚିକିତ୍ସିତ ଅଛନ୍ତି।
The post କନ୍ଧମାଳରେ ଗ୍ରାଫ ପୁଣି ତଳକୁ : ନୂଆ କରୋନା ସଂକ୍ରମିତ ମାତ୍ର ୧୧ first appeared on Sambad.
from କରୋନା – Sambad https://ift.tt/3oJHc8G
0 Comments