
ଭୁବନେଶ୍ୱର: ରାଜ୍ୟରେ ୨ ଦିନରେ ଏକ ଲକ୍ଷରୁ ଅଧିକ କରୋନା ନମୁନା ପରୀକ୍ଷା ହୋଇଛି। ଏହା ଖୁବ ଶୀଘ୍ର ୧୦ ଲକ୍ଷ ଅତିକ୍ରମ କରିବ। ଗଂଜାମ ଜିଲ୍ଲାରେ ୨ ଦିନରେ ୧୪ ହଜାର ୯୫୩ ନମୁନା ପରୀକ୍ଷା ହୋଇଛି। ରାଜ୍ୟରେ ସଂକ୍ରମଣ ହାର ଅଗଷ୍ଟ ୧୬ ତାରିଖ ଯାଏଁ ୯.୨ ପ୍ରତିଶତରୁ ୫.୫ ପ୍ରତିଶତ ହ୍ରାସ ପାଇଛି। ଗଂଜାମ ଜିଲ୍ଲାରେ ୩.୬ ପ୍ରତିଶତ କମିଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ହାର ୦.୫୮ ପ୍ରତିଶତ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।
from କରୋନା – Sambad https://ift.tt/3iLyFhJ
0 Comments