
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ୧୦ ଛାତ୍ରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବାର ସୂଚନା ମିଳିଛି। ଛେଣ୍ଡିପଦା ବ୍ଲକ ବାଲିପଟ୍ଟା ପଞ୍ଚାୟତ ହାଇସ୍କୁଲର ୧୦ ଛାତ୍ରୀ କୋଭିଡ ସଂକ୍ରମିତ ହୋଇଛନ୍ତି।ପୂର୍ବରୁ ଛାତ୍ରୀ ନିବାସରୁ ଛାତ୍ରୀମାନଙ୍କର ନମୂନା ସଂଗ୍ରହ ହୋଇଥିଲା। ସେଥିମଧ୍ୟରୁ ୧୦ ଛାତ୍ରୀଙ୍କ ନମୂନା ଅଣ୍ଟିଜେନ ଟେଷ୍ଟରେ ରିପୋର୍ଟ ପଜିଟିଭ୍ ଆସିଛି।
The post ଅନୁଗୁଳ ଜିଲ୍ଲାରେ ୧୦ ଛାତ୍ରୀ କୋଭିଡ ପଜିଟିଭ ଚିହ୍ନଟ first appeared on Sambad.from କରୋନା | Sambad https://ift.tt/3ou7RZ6
0 Comments