
ଭୁବନେଶ୍ୱର: ସ୍କୁଲ ଛାତ୍ର କରୋନା ସଂକ୍ରମିତ ହେବା ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବରଗଡ଼ର ଘରୋଇ ଓ ଢେଙ୍କାନାଳର ସରକାରୀ ସ୍କୁଲରେ ଛାତ୍ରଛାତ୍ରୀମାନେ ସଂକ୍ରମିତ ହୋଇଛନ୍ତି। ୪୦ରୁ ଅଧିକ ପିଲା ଅଧିକ ସଂକ୍ରମିତ ହୋଇଥିବା କୁହାଯାଉଛି। ଏନେଇ ଉଭୟ ଜିଲ୍ଲାର ମୁଖ୍ୟ ଚକିତ୍ସା ଅଧିକାରୀଙ୍କ ସହ କଥା ହୋଇଛି। ସ୍ଥିତି ଦେଖି କଣ କରାଯିବ ସେନେଇ ନିଷ୍ପତ୍ତି ନିଆଯିବ। ଏଥିଲାଗି ବିଚାରବିମର୍ଶ ଚାଲିଛି।
The post ସ୍କୁଲ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେବା ପ୍ରସଙ୍ଗରେ ମୁହଁ ଖୋଲିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ first appeared on Sambad.from କରୋନା | Sambad https://ift.tt/2YCK0MB
0 Comments