ଭୁବନେଶ୍ବର : କୋଭିଡ୍ ଆକ୍ରାନ୍ତ ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏୟାରଆମ୍ବୁଲାନ୍‌ସ୍‌ ଯୋଗେ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ହାଇଦ୍ରାବାଦ ସ୍ଥିତ ଏକ ହସ୍ପିଟାଲର ଦୁଇଜଣ ଡାକ୍ତର ଭୁବନେଶ୍ବର ଆସି ଶ୍ରୀ ଜେନାଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିଥିଲେ। ସୂଚନାଥାଉକି, ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ୁଅ ଶ୍ରୀ ଜେନା କୋଭିଡ ରୋଗରେ ଆକ୍ରାନ୍ତ ହେବା ପରେ ଗତ ଏପ୍ରିଲ ୧୯ ତାରିଖରୁ ସମ୍‌ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇଆସୁଥିଲେ।

The post ଚିକିତ୍ସା ପାଇଁ ସଂଗ୍ରାମ ଜେନାଙ୍କୁ ହାଇଦ୍ରାବାଦ ନିଆଗଲା first appeared on Sambad.

from କରୋନା | Sambad https://ift.tt/3fc7z4s