ରାଉରକେଲା: ରାଉରକେଲାର ଛେଣ୍ଡ କଲୋନି ଟିକା କେନ୍ଦ୍ରରେ ଉତ୍ତେଜନାl  ବିନା ସୂଚନାରେ ଟିକାକରଣ ବନ୍ଦ କରି ଦିଆ ଯାଇଥିବାରୁ ଟିକା ନେବାକୁ ଦୂର ଦୁରାନ୍ତରୁ ଆସିଥିବା ଶହ ଶହ ଲୋକ ପାଟିତୁଣ୍ଡ କରିଥିଲେl ଟିକାକେନ୍ଦ୍ର ରେ ଡିଉଟି କରୁଥିବା କର୍ମଚାରୀଙ୍କ ସହ ମୁଁହାମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା l ଛେଣ୍ଡ ଥାନା ପୁଲିସ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା l

The post ରାଉରକେଲାରେ ଟିକାକରଣ କେନ୍ଦ୍ର ବନ୍ଦରୁ ଉତ୍ତେଜନା  first appeared on Sambad.

from କରୋନା | Sambad https://ift.tt/2PQqZlE