
ନୂଆଦିଲ୍ଲୀ: ସଂକ୍ରମଣ ଲଗାତାର ବଢ଼ିବାରୁ ଚିନ୍ତା ବଢ଼ିଛି। ସୁପ୍ରିମକୋର୍ଟରେ ୫୦ ପ୍ରତିଶତ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ତେଣୁ ସୁପ୍ରିମକୋର୍ଟରେ କରୋନା ନିୟମାବଳୀ କଡ଼ାକଡ଼ି କରାଯାଇଛି। ଆଗକୁ ସୁପ୍ରିମକୋର୍ଟ ପରିସରକୁ ଯିଏ ବି ଯିବେ ସେମାନଙ୍କଠାରେ କରୋନା ଲକ୍ଷଣ ଥିଲେ ସେମାନେ କରୋନା ଟେଷ୍ଟ୍ କରିବା ବାଧ୍ୟତାମୂଳକ। ଲକ୍ଷଣ ଥିଲେ ସମସ୍ତେ ଆର୍ଟିପିସିଆର୍ ଟେଷ୍ଟ୍ କରିବାକୁ ବାଧ୍ୟ ବୋଲି ସୁପ୍ରିମକୋର୍ଟ ପକ୍ଷରୁ ଜାରି ଏକ ନୂଆ ନିର୍ଦ୍ଦେଶାବଳିରେ କୁହାଯାଉଛି।
The post ବିନା କରୋନା ଟେଷ୍ଟ୍ରେ ସୁପ୍ରିମ୍ କୋର୍ଟ ପରିସରକୁ ପ୍ରବେଶ ମନା first appeared on Sambad.from କରୋନା | Sambad https://ift.tt/2QtFdZq
0 Comments