
ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୩୦୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।
ତେବେ ନୂଆପଡ଼ାରୁ ୮୨ଜଣ, ଖୋର୍ଧାରୁ ୩୪ଜଣ, କଟକରୁ ୨୮ଜଣ, ବରଗଡ଼ରୁ ୨୪ଜଣ, ଝାରସୁଗୁଡ଼ାରୁ ୨୪ଜଣ, ସୁନ୍ଦରଗଡ଼ରୁ ୧୫ଜଣ, ବଲାଙ୍ଗୀରରୁ ୧୩ଜଣ, ସମ୍ବଲପୁରରୁ ୧୧ଜଣ, ଭଦ୍ରକରୁ ୮ଜଣ, ଯାଜପୁରରୁ ୮ଜଣ ଓ କଳାହାଣ୍ଡିରୁ ୮ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Another 300 Covid patients have recovered and are being discharged on 04.04.2021
82 from Nuapada
34 from Khordha
28 from Cuttack
24 from Bargarh
24 from Jharsuguda
15 from Sundargarh
13 from Bolangir
11 from Sambalpur
8 from Bhadrak
8 from Jajapur
8 from Kalahandi— H & FW Dept Odisha (@HFWOdisha) April 4, 2021
ମୟୁରଭଞ୍ଜରୁ ୮ଜଣ, ଗଞ୍ଜାମରୁ ୬ଜଣ, ପୁରୀ ୬ଜଣ, କେନ୍ଦ୍ରାପଡ଼ାରୁ ୪ଜଣ, ଅନୁଗୁଳରୁ ୩ଜଣ, ବାଲେଶ୍ବରରୁ ୩ଜଣ, କେନ୍ଦୁଝରରୁ ୩ଜଣ, ରାୟଗଡ଼ାରୁ ୨ଜଣ, ଦେଓଗଡ଼ରୁ ଜଣେ, ଜଗତସିଂହପୁରରୁ ଜଣେ, ନୟାଗଡ଼ରୁ ଜଣେ ଓ ଷ୍ଟେଟପୁଲରୁ ୭ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୩୭୯୩୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରିପୋର୍ଟ ରହିଛି।
The post ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ସୁସ୍ଥ ହେଲେ ୩୦୦ଜଣ କରୋନା ଆକ୍ରାନ୍ତ first appeared on Sambad.from କରୋନା | Sambad https://ift.tt/3rQnNmQ
0 Comments