
ଭୁବନେଶ୍ବର: ଆଜି ରାଜ୍ୟରୁ ୮୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।
ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୧୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ପୁରୀରୁ ୧୧ଜଣ, ସମ୍ବଲପୁରରୁ ୯ଜଣ, ବରଗଡ଼ରୁ ୬ଜଣ, କଟକରୁ ୬ଜଣ, ଯାଜପୁରରୁ ୬ଜଣ, ଖୋର୍ଧାରୁ ୫ଜଣ, ବଲାଙ୍ଗୀରରୁ ୪ଜଣ, ମୟୁରଭଞ୍ଜରୁ ୪ଜଣ, ବାଲେଶ୍ବରରୁ ୩ଜଣ, ଅନୁଗୁଳରୁ ୨ଜଣ, ଦେବଗଡ଼ରୁ ୨ଜଣ, ଝାରସୁଗୁଡ଼ାରୁ ୨ଜଣ, ନୂଆପଡ଼ାରୁ ୨ଜଣ, ରାୟଗଡ଼ାରୁ ୨ଜଣ, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ଜଣେ, କଳାହାଣ୍ଡିରୁ ଜଣେ ଓ ଷ୍ଟେଟପୁଲରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Another 83 Covid patients have recovered and are being discharged on 15.02.2021
15 from Sundargarh
11 from Puri
9 from Sambalpur
6 from Bargarh
6 from Cuttack
6 from Jajapur
5 from Khordha
4 from Bolangir
4 from Mayurbhanj
3 from Baleswar
2 from Anugul
2 from Deogarh— H & FW Dept Odisha (@HFWOdisha) February 15, 2021
ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୩୩୬୩୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି।
The post ଆଜି ରାଜ୍ୟରୁ ସୁସ୍ଥ ହେଲେ ୮୩ଜଣ କରୋନା ଆକ୍ରାନ୍ତ first appeared on Sambad.
from କରୋନା – Sambad https://ift.tt/3jR4jMx
0 Comments