ଭୁବନେଶ୍ବର: ରାଜ୍ୟରୁ ଆଜି ୫୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

ଆଜି ସୁନ୍ଦରଗଡ଼ରୁ ୧୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୮ଜଣ, ଖୋର୍ଧାରୁ ୭ଜଣ, ବାଲେଶ୍ବରରରୁ ୬ଜଣ, ପୁରୀରରୁ ୬ଜଣ, ରାୟଗଡ଼ାରୁ ୪ଜଣ, ବଲାଙ୍ଗୀରରୁ ୨ଜଣ, ଝାରସୁଗୁଡ଼ାରୁ ୨ଜଣ, ମାଲକାନଗିରିର୨ଜଣ, ମୟୁରଭଞ୍ଜରୁ ୨ଜଣ, ବରଗଡ଼ରୁ ଜଣେ ଓ ଭଦ୍ରକରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିପରି ଗଞ୍ଜାମରୁ ଜଣେ ଓ କଳାହାଣ୍ଡିରୁ ଜଣେ ଓ ଷ୍ଟେଟପୁଲରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରୁ ଆଜି ୫୪ଜଣ କରୋନା ଆକ୍ରାନ୍ତ ସୁସ୍ଥ first appeared on Sambad.



from କରୋନା – Sambad https://ift.tt/3dAnPf8