
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୋଭିଡ୍ କଟକଣାକୁ ଫୁ। କୋଭିଡ୍ ନିୟମ ଅନୁସାରେ କୌଣସି ପୂଜା ମଣ୍ଡପରେ ସାଧାରଣ ଦର୍ଶକ ଓ ଭକ୍ତ ମା’ ଦୁର୍ଗାଙ୍କୁ ଦର୍ଶନ କରିପାରିବେ ନାହିଁ। କିନ୍ତୁ ନିୟମ ଉଲ୍ଲଂଘନ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ କରାଉ ଥିବା ଅଭିଯୋଗରେ ପଟିଆ ଅଞ୍ଚଳର ଏକ ମଣ୍ଡପକୁ ପୁଲିସ ଜରିମାନା କରିଛି। କୋଭିଡ୍ ନିୟମକୁ ପାଳନ କରିବା ଲାଗି କମିସନରେଟ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି।
UPD BBSR fined one Puja Pendal at Patia for violating Covid guidelines and allowing some people for darshan. We appeal all to strictly adhere to Covid-19 guidelines.@cpbbsrctc @DGPOdisha @odisha_police
— DCP Bhubaneswar (@dcpbbsr) October 24, 2020
The post ଭୁବନେଶ୍ୱରରେ କଟକଣାକୁ ଫୁ, ପଟିଆରେ ପୂଜା ମଣ୍ଡପକୁ ଜରିମାନା first appeared on Sambad.
from କରୋନା – Sambad https://ift.tt/37CnFAZ
0 Comments